ଜଗତସିଂହପୁରରେ କାଉ ମଡ଼କ: ପ୍ରଶାସନର ଚିନ୍ତା ବଢ଼ିଲା

ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କାଉ ମଡ଼କକୁ ନେଇ ସାଧାରଣରେ ବାର୍ଡ ଫ୍ଲୁ ନେଇ ଆତଙ୍କ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କାଉ କରି ପଡ଼ିଥିବା ଖବର ମିଳିବା ପରେ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.