ରଜ ମହୋଉତ୍ସବରେ ଋତୁସ୍ରାବକୁ ନେଇ ଜନସଚେତନତା Odisha Samachar Jun 13, 2025 0 ପିରିଙ୍ଗି : ଆଋତୁସ୍ରାବକୁ ନେଇ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ପିରିଙ୍ଗିଆ ବ୍ଲକର ବନ୍ଧଗଡ ଭାରତ ନିର୍ମାଣ ରାଜୀବ ଆଵାସ କେନ୍ଦ୍ର ଓ!-->…
ସୃଷ୍ଟି ହେଲା ଲଘୁଚାପ: କମିବ ଗରମ, ୯ରୁ ପ୍ରବଳ ଛେଚିବ Odisha Samachar Jun 13, 2025 0 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ସୃଷ୍ଟି ହୋଇଛି ଲଘୁଚାପ!-->…
ସ୍କୁଟି ଦୁର୍ଘଟଣାରେ ଆହତ ଝିଅଙ୍କୁ ଡାକ୍ତରଖାନା ନେଲେ ବିଡିଓ Odisha Samachar Jun 13, 2025 0 ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି-କଳିଙ୍ଗା ମୁଖ୍ୟରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଥିବା ଝିଅକୁ ଉଦ୍ଧାର!-->…
‘ବିକାଶ ବାହନ’ ରଥର ଶୁଭାରମ୍ଭ Odisha Samachar Jun 13, 2025 0 ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଓ ଜନସାଧାରଣଙ୍କ!-->…
ଚମତ୍କାର! ବଞ୍ଚିଗଲେ ବିହାରର ବିଶ୍ବାସ କୁମାର ରମେଶ Odisha Samachar Jun 13, 2025 0 ନୂଆଦିଲ୍ଲୀ: ଏହାକୁ ଭଗବାନଙ୍କ ଆଶୀର୍ବାଦ ବା କୌଣସି ଚମତ୍କାର ବୋଲି କୁହାଯାଇପାରେ। ଯିଏ ଶୁଣୁଛି ସିଏ ବି ଚକିତ ହୋଇଯାଉଛି। ଅହମଦାବାଦରେ!-->…
ଭୟାବହ ବିମାନ ଦୁର୍ଘଟଣା: ଉଡ଼ାଣର ୫ ମିନିଟ୍ ପରେ ଖସିପଡ଼ିଲା, ୨୪୧ ମୃତ, ଏ ପର୍ଯ୍ୟନ୍ତ ଉଦ୍ଧାର… Odisha Samachar Jun 13, 2025 0 ଅହମଦାବାଦ: ଅହମଦାବାଦରେ ଆଜି ଏକ ଭୟାବହ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଅହମଦାବାଦ ବିମାନ ବନ୍ଦରରୁ ଗୁରୁବାର!-->…
ଏକ ବର୍ଷ ପୂର୍ତ୍ତି: ‘ବିକାଶ ବାହନ’ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ‘ଲୋକଙ୍କ ସହ ଯୋଡ଼ି… Odisha Samachar Jun 13, 2025 0 ଭୁବନେଶ୍ବର: ବର୍ଷକ ମଧ୍ୟରେ ବିଜେପି ସରକାର ରାଜ୍ୟବାସୀଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ କରିଛନ୍ତି, କେଉଁ ବିଭାଗର କ’ଣ ଜନକଲ୍ୟାଣ!-->…
ଥମୁନି ଡାଇରିଆ, ମୃତ୍ୟୁସଂଖ୍ୟା ୧୧: ଭଣ୍ଡାରିପୋଖରୀକୁ ବ୍ୟାପିଲା, ଗାଁରେ ମେଡିକାଲ ଟିମ୍ Odisha Samachar Jun 13, 2025 0 ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବା ଡାଇରିଆ ନିୟନ୍ତ୍ରଣକୁ ଆସୁନି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା!-->…
ଯୁବକଙ୍କୁ ପିଟିପିଟି ହତ୍ୟା: ହୋଟେଲ୍ ମାଲିକ ଗିରଫ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ହୋଟେଲ୍… Odisha Samachar Jun 13, 2025 0 ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁରରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ!-->…
ବନ୍ଧୁକମୁନରେ ବ୍ୟାଙ୍କ ଡକାୟତି: ଲୁଟିନେଲେ ନଗଦ ୧୧ ଲକ୍ଷ, ୨ କେଜି ସୁନାଗହଣା Odisha Samachar Jun 13, 2025 0 ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ମୁଖ୍ୟ ରାସ୍ତାପାର୍ଶ୍ବରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଆଜି!-->…