ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼

ନିକିରାଇ ଥାନା କୋରଗାଁରେ ଅଭାବନୀୟ ଘଟଣା । ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯୌତୁକକୁ କେନ୍ଦ୍ରକରି ଶ୍ବଶୁର ଘର ଓ ମାମୁ ଶ୍ବଶୁର ଘର ଲୋକ ମାଡ଼ ମାରିଥିବା ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି । ଶୁକ୍ରବାରର ଏ ଘଟଣାର ଭିଜୁଆଲ ଭାଇରାଲ ହେବା ପରେ ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ପରିବାର ।

Leave A Reply

Your email address will not be published.