ଦିଶାଙ୍କୁ ବିବାହ କରିବା ପାଇଁ କାହିଁକି ଡେରି କରୁଛନ୍ତି ରାହୁଲ

୧୮ ଅପ୍ରେଲରେ ରାହୁଲ ବୈଦ୍ୟ ଏବଂ ଦିଶାଙ୍କ ମ୍ୟୁଜିକ୍‌ ଭିଡ଼ିଓ ରିଲିଜ ହେବାକୁ ଯାଉଛି । ଯାହାର ନାଁ ରହିଛି ମଧାନ୍ୟ । ଏଥିରେ ଏହି ଲଭବର୍ଡ଼ଙ୍କୁ ବିବାହ କରିଥିବାର ଦେଖିବାକୁ ମିଳିବ । ଗତ କିଛି ଦିନ ପୂର୍ବରୁ ରାହୁଲ ନିଜର ଏବଂ ଦିଶାଙ୍କ ସହିତ ବର କନ୍ୟା ବେଶରେ ଏକ ଫଟୋ ସୋସିଅଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ଦେଖିବା ପରେ ଦର୍ଶକ ଭାବିଥିଲେ ଉଭୟ ବିବାହ କରି ସାରିଛନ୍ତି । ନ ଜଣାଇ ବିବାହ କରିଥିବାରୁ କିଛି ଲୋକ ଉଭୟଙ୍କ ଉପରେ ନାରାଜ ହୋଇ ଯାଇଥିଲେ । କିନ୍ତୁ ବାସ୍ତବ କଥା ହେଉଛି ଉଭୟ ବିବାହ ତ କରିଛନ୍ତି କିନ୍ତୁ ରିୟଲ ନୁହେଁ ବରଂ ରିଲ ଲାଇଫରେ ।

Leave A Reply

Your email address will not be published.