ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଦୁଇଟି ଆୟୁର୍ବେଦିକ ଔଷଧକୁ ଅନୁମୋଦନ

କରୋନା ସଂକ୍ରମିତଙ୍କ ପାଇଁ ଏକ ଆଶ୍ବସ୍ତିଜନକ ଖବର । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଦୁଇଟି ଆୟୁର୍ବେଦିକ ଔଷଧକୁ ଅନୁମୋଦନ ମିଳିଛି । କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି । କରୋନା ଚିକିତ୍ସା ପାଇଁ ‘କଫସୁରା କୁଦିନିର’ ଓ ‘ଆୟୁଷ-୬୪’କୁ ଅନୁମତି ପ୍ରଦାନ କରାଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁଇ ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି । ସାମାନ୍ୟ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ଫଳପ୍ରଦ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.