ଇ ସୁବିଧା ତରଫରୁ ମାସ୍କ ବଣ୍ଟନ ଏବଂ କରୋନା ସଚେତନ

ଫୁଲବାଣୀ : କୋରୋନା ର ତୁତୀୟ ଲହର ଓମିକ୍ରମନ୍ ଭୁତାଣୁ ଦୃତ ଗତିରେ ସଂକ୍ରମଣ ହେବାପରେ ଲାଗିଛି ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି ଜନ ସାଧାରଣ ଙ୍କୁ କିଭଳି ସଚେତନ କରାଇ ପାରିବା ଏବଂ ଆମ ଅଞ୍ଚଳ ରେ ମହାମାରୀ କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗି ପାରିବା ବୋଲି କହିବା ସହ ମାସ୍କ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ଅନେକ ଗ୍ରାମ ରେ ଇ ସୁବିଧା ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ପରିଚାଳକ ଆନନ୍ଦ ପ୍ରସାଦ ସାହୁଙ୍କ ନେତୃତ୍ବରେ କେଳାପଡା ପଞ୍ଚାୟତ ସଂଯୋଜକ କୈଳାଶ ରଣା ,ସମାଜ ସେବୀ ସାମନ୍ତ ମଲ୍ଲିକ,ରାକେଶ କୁମାର ବେହେରା ଉପସ୍ଥିତ ଥିଲେ କରୋନା କଟକଣା ଆଖି ଆଗରେ ରଖି ତିନି ରୁ ଚାରିଜଣ ଘର ଘର ବୁଲି ମାସ୍କ ବାଣ୍ଟିଥିଲେ ପାଖ ପାଖି 200 ରୁ ଉର୍ଦ୍ଧ ଲୋକ ଙ୍କୁ ମାସ୍କ ବଣ୍ଟନ କରିଛନ୍ତି

Leave A Reply

Your email address will not be published.