ଜଳ ଭିତରେ ଯୋଗ

ଭୁବନେଶ୍ୱର ୦୧।୦୬: ଜଳ ଭିତରେ ଯୋଗ। ଭାସମାନ ଅବସ୍ଥାରେ ଯୋଗ ସହ ପାଣିରେ ନ ବୁଡିବାର କଳା କୌଶଳ ତାଲିମ ନେଲେ ଓଡ୍ରାଫ ଯବାନ । ସପ୍ତମ ବାଟାଲିୟନ ପରିସରରେ ଓଡ୍ରାଫ ଯବାନ ମାନଙ୍କୁ  ତାଲିମ ପ୍ରଦାନ କରିଛନ୍ତି ଜଳ ଯୋଗ ପ୍ରଶିକ୍ଷକ ଅଶୋକ ବରାଳ ।  ଏହାସହ ପାଣି ଭିତରେ  ସୂର୍ଯ୍ୟ ନମସ୍କାର, ପଦ୍ମାସନ, ପାଣି ଭିତରେ ଭାସମାନ ଅବସ୍ଥାରେ ଜାତୀୟ ସଙ୍ଗୀତ  ଗାନ କରି ଦେଶ ମାତୃକର ବନ୍ଦନା  କରିଛନ୍ତି । ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ନେଇ ପ୍ରସ୍ତୁତି କରିଛନ୍ତି।

Leave A Reply

Your email address will not be published.