ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ୱର ପରିଡା

ଭୁବନେଶ୍ୱର ୩୦/୦୯: ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା । ପୂର୍ବତନ ସଭାପତି ତେଜେଶ୍ବର ପରିଡ଼ା ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ ମଧ୍ୟ ଇସ୍ତଫା ଦେଇଛି । ଏନେଇ ସେ ସୁପ୍ରିମୋ ତଥା ବିଜେଡି ସଭାପତିଙ୍କୁ ଇ-ମେଲ୍ ଯୋଗେ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ପ୍ରତିକ୍ରିୟାରେ ତେଜେଶ୍ବର ପରିଡା କହିଛନ୍ତି ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି । ଦୀର୍ଘଦିନ ଧରି ଦଳରେ ସେ ଅସନ୍ତୋଷ ଥିବା ନେଇ ଚର୍ଚ୍ଚା ହେଉଥିଲା । କୁହାଯାଉଛି ବହୁ ଦିନର ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.