ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି: ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟିକଟା ଗ୍ରାମ ପଞ୍ଚାୟତରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ବିଦ୍ୟୁତ ବିଭାଗ କର୍ମଚାରୀ ସ୍ବର୍ଗତ ଆଶୁତୋଷ ମହାନ୍ତି, ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜମରା ଗ୍ରାମ ପଞ୍ଚାୟତର ଆଡଭୋକେଟ ସ୍ବର୍ଗତ ମହେନ୍ଦ୍ର କୁମାର ଜେନା ଏବଂ ତରତ ଗ୍ରାମପଞ୍ଚାୟତରେ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ଘରେ ପହଞ୍ଚି ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେମାନଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ |

Leave A Reply

Your email address will not be published.