ବାରାହ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଉଦ୍ଧାର କରିବାକୁ ଯାଇ ଫସିଗଲେ

ସୁବର୍ଣ୍ଣପୁର ୨୯/୧୦: ବାରାହା ଆକ୍ରମଣରେ ବନ କର୍ମଚାରୀ(ଫରେଷ୍ଟ ଗାର୍ଡ) ଗୁରୁତର । ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜରେ ଘଟିଛି ଘଟଣା । ବନ କର୍ମଚାରୀ ହେଲେ ଆଶୁତୋଷ ହୋତା । ଆଜି ସକାଳେ ଏକ ବାରାହାଟି କେନାଲରେ ଫସି ଯାଇଥିଲା । ଏହାକୁ ଉଦ୍ଧାର କରିବାକୁ ଯାଇଥିଲେ । ଏହି ସମୟରେ ଫରେଷ୍ଟ ଗର୍ଡକୁ ବାରାହ ଆକ୍ରମଣ କରିଥିଲା । ତାଙ୍କର ଗୋଡରେ ଲଗିଛି ଆଘାତ । ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡ଼ାକ୍ତର ଖନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.