ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ

ପୁରୀ ୦୭/୧୧: ପୁରୀରେ ହବିଷ୍ୟାଳୀଙ୍କୁ ମାଡ । ପୋଲିସ ମାଡରେ ଗୁରୁତର ହେଲେ ମହିଳା । ପଞ୍ଚୁକରେ ହବିଷ୍ୟାଳୀଙ୍କୁ ମାଡି ମାରିଛନ୍ତି ପୋଲିସ । ମହାକାର୍ତ୍ତିକ ଧାର୍ମିକ ମାସ ପଞ୍ଚୁକରେ ଭକ୍ତଙ୍କୁ ଆକ୍ରମଣ କରିଛି ପୋଲିସ । ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ । ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ମୁଣ୍ଡ ଫାଟିଛି । ଗୁରୁତର ମହିଳା ଭକ୍ତ ଜଣଙ୍କ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.