ଆକାଶମାର୍ଗରେ ଭୁବନେଶ୍ବର ସହ ଯୋଡିହେଲା ଜାମସେଦପୁର

ଭୁବନେଶ୍ୱର: ଆଜିଠୁ ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡିହେବ ଜାମସେଦପୁର। ଜମାସେଦପୁରକୁ ଉଡ଼ାଣ ଭରିବେ ଯାତ୍ରୀ। ଭୁବନେଶ୍ୱରରରୁ ଜାମସେଦପୁର ଓ ଜାମସେଦପୁରରୁ କୋଲକାତାକୁ ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ୍‌ ଏୟାର। ଭୁବନେଶ୍ୱରରୁ ସକାଳ ୯ଟାରେ ବାହାରି ଜାମସେଦପୁରରେ ୧୦ଟା ୧୫ରେ ପହଞ୍ଚିବ ଫ୍ଲାଇଟ୍‌। ଜାମସେଦପୁରରୁ ୧୧ଟା ୩୦ରେ ବାହାରି କୋଲକାତାରେ ୧୨ଟା ୩୫ରେ ପହଞ୍ଚିବ।

Leave A Reply

Your email address will not be published.