ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର

ବାଲେଶ୍ଵର : ବାଲେଶ୍ଵର ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ଆସିଷ୍ଟାଣ୍ଡ ଇଂଜିନିୟର ଅଜୟ ସେନାପତିଙ୍କ ଆୟବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାର ୭ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଚଢ଼ାଉରେ ୪ ଡିଏସପିଙ୍କ ସମେତ ୧୦ ଇନିସ୍ପେକ୍ଟର ୨ ସଵ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ।

Leave A Reply

Your email address will not be published.