ଦୁଇ ଦିନ ବିରତି ପରେ ଆଜିଠାରୁ ପୁଣି ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର : ଦୁଇ ଦିନ ବିରତି ପରେ ଆଜିଠାରୁ ପୁଣି ବିଧାନସଭା ବଜେଟ୍‌ ଅଧିବେଶନ । ପୁଣି କମ୍ପିପାରେ ଗୃହ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି କରିଛନ୍ତି । ବଜେଟ୍‌ ଅଧିବେଶନ ଆରମ୍ଭରେ ନବ ଦାସ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲା । ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ।

Leave A Reply

Your email address will not be published.