ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ

ଵଲାଙ୍ଗି: ଵଲାଙ୍ଗିର ଜିଲ୍ଲାରେ ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ । ପୁଇଁତଲା ଥାନା କେସରକଲା ଗାଁ ରେ ଘଟିଛି ଘଟଣା । ସ୍ୱାମୀ ଗଣେଶ୍ୱର ସୁନାକୁ କୁ ଗୁରୁତର ଅବସ୍ଥା ରେ ଵଲାଙ୍ଗିର ଭୀମଭୋଇ ମେଡିଲାଲ କଲେଜ ଡାକ୍ତରଖାନା ରେ ଭର୍ତ୍ତି କାରରଯାଇଛି ।ଗଣେଶ୍ୱର ଙ୍କୁ ମୋବାଇଲ ମାଗିଥିଲେ ତାଙ୍କ ସ୍ତ୍ରୀ ଈଶ୍ୱରୀ କୁମାରୀ । ହେଲେ ମୋବାଇଲ ନ ପାଇବାରୁ ଆଜି ସ୍ୱାମୀ କୁ ପନିକି ରେ ଆକ୍ରମଣ କରିଛି । ସ୍ୱାମୀ ଅନ୍ୟ କେଉଁ ମହିଳା ଙ୍କ ସହିତ କଥା ହେଉଛି ଏନେଇ ସନ୍ଦେହ କରିବାରରୁ ଏପରି ଘଟଣା ଘଟିଛି ।

Leave A Reply

Your email address will not be published.