ଦେଶରେ ବଡ଼ ଡାଟା ଚୋରି ନେଟଓ୍ଵର୍କର ପର୍ଦ୍ଦାଫାସ,ଅଭିଯୁକ୍ତକୁ ଗିରଫ କଲା ହାଇଦ୍ରାବାଦ ସାଇବରାବାଦ ପୋଲିସ

କେନ୍ୟୁଜ୍: ଦୁଇଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ଲାପଟପ୍‌ରେ କୋଟି କୋଟି ଡାଟା ଚୋରି । ଦେଶରେ ବଡ଼ ଡାଟା ଚୋରି ନେଟଓ୍ଵର୍କର ପର୍ଦ୍ଦାଫାଶ । ଅଭିଯୁକ୍ତକୁ ଗିରଫ କଲା ହାଇଦ୍ରାବାଦ ସାଇବରାବାଦ ପୋଲିସ । ଅଭିଯୁକ୍ତ ଠାରୁ ୨ଟି ମୋବାଇଲ ଫୋନ ଓ ୨ଟି ଲାପଟପ ଜବତ କରିଛି । ସେଥିରେ ୬୯ କୋଟି ୯୦ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ରହିଛି । ଦେଶର ୨୪ ରାଜ୍ୟ ଓ ୮ ମେଟ୍ରୋପଲିଟାନ ସହରର ପ୍ରାୟ ୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଏବଂ ତାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ।

Leave A Reply

Your email address will not be published.