OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର, ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ସନ୍ଦେହ

ଯୋଡ଼ା: OMDC କର୍ମଚାରୀଙ୍କୁ ଗୁଳି । ଯୋଡ଼ା ବଡ଼ବିଲରେ OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଦାମୁହାଟିଂ ପାଖ ଇଲେକ୍ଟ୍ରିକ୍‌ ଗ୍ରୀଡ଼ ପଛପଟୁ ମିଳିଛି ମୃତଦେହ । ମୃତକ ହେଲେ ଦଲକି ବସ୍ତିର ଦୁଃଶାସନ ବାରିକ । ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଂଚି ବଡ଼ବିଲ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.