ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି

୬୦ଫୁଟ୍ ତଳକୁ ଖସିଲା ଦଧିନଉତି । ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା । ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଧିନଉତି ଖସି ପଡିଛି । ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଘଟିଥିଲା ଅଘଟଣ । ଭୟଭୀତ ହୋଇପଡ଼ିଥିଲେ ଲୋକେ । ମନ୍ଦିରରେ କୌଣସି ଫାଟ ଥାଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅଫିସର ।

Leave A Reply

Your email address will not be published.