୨୦ରୁ ଊର୍ଦ୍ଧ୍ବ କଣ୍ଟେନର ଅଗ୍ନିକାଣ୍ଡ

କଟକ: ଜଗତପୁର ନିମପୁର ନିକଟରେ ଶ୍ରମିକ ରହୁଥିବା କଣ୍ଟେନରରେ ଅଗ୍ନିକାଣ୍ଡ। ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଲାଗିଛି ନିଆଁ। ୩ଟି ଦମକଳ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ।

Leave A Reply

Your email address will not be published.