ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ଉପରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା : ଲଘୁଚାପ ପ୍ରଭାବରେ ନଦୀ, ନାଳ ପୁରି ଉଠିଛି।  ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି।  ଉଛୁଳା ମହାନଦୀ ପାଣିରେ ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ଉପରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି । ଜଗନ୍ନାଥ ସଡ଼କରେ ବନ୍ୟା ପାଣି ଧଳପୁର ଆଠମଲିକ ମହାନଦୀ ସେତୁକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି। ତୁରନ୍ତ ଧଳପୁର ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ହାଏ ଲେବୁଲ ରାସ୍ତା ନିର୍ମାଣ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Leave A Reply

Your email address will not be published.