ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌‌

ହୀରାକୁଦ : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌‌ ଶନିବାର ଖୋଲାଯାଇଛି। ଏବେ ମୋଟ୍‌‌ ୨୬ଟି ଗେଟ୍‌‌ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଛି। ବାମପଟୁ ୧୬ ଓ ଦକ୍ଷିଣ ପଟୁ ୧୦ଟି ଗେଟ୍‌‌ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗେଟ୍‌‌ ଖୋଲାଯାଇଛି।

Leave A Reply

Your email address will not be published.