କଣାସରେ ପୁଣି ପଶିଲା ନଦୀ ଜଳ

କଣାସ : କଣାସରେ ପୁଣି ପଶିଲା ନଦୀ ଜଳ । ଦୟା, ରାଜୁଆର ଉଛୁଳା ପାଣିରେ ଜଳମଗ୍ନ ହୋଇଛି ଚାଷ ଜମି । କଣାସ ବ୍ଲକର ଦୋକନ୍ଦା, ପାଣ୍ଡିଆକେରା, ବଡ଼ାସ ପଞ୍ଚାୟତର ହଜାର ହଜାର ଏକର ଚାଷଜମି ପଶିଛି ପାଣି । ଚଳିତ ବର୍ଷର ତୃତୀୟ ଥର ପାଇଁ ବ୍ଲକରେ ନଦୀ ପାଣି ପଶିଛି । ଦୋକନ୍ଦା ଗାଁ ଭିତରେ ମଧ୍ୟ ଉଛୁଳା ପାଣି ପଶିଛି ।

gpkandhamal

ଏପଟେ ପ୍ରଶାସନ ପୁରା ସଜାଗ ଥିବା ସୂଚନା ଦେଇଛନ୍ତି କଣାସ ତହସିଲଦାର ।

Umasankar Adv
Leave A Reply

Your email address will not be published.