ବିରଳ ସବୁଜ ଧଣ୍ଡ ସାପ ଉଦ୍ଧାର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଜୁରିଜୁଆଣି ଗ୍ରାମର ଅଭିମନ୍ୟୁ ନାୟକଙ୍କ ଘରୁ ଏକ ବିରଳ ସବୁଜ ରଙ୍ଗର ଧଣ୍ଡ ସାପ ଉଦ୍ଧାର ହୋଇଛି । ଏହି ସାପଟିକୁ ଦେଖିବା ପରେ ସେ ଢେଙ୍କିକୋଟର ସର୍ପ ଧରାଳି ନାଦିର ଆନସାରିଙ୍କୁ ଖବର ଦେଇଥିଲେ । ନାଦିର ସେଠାକୁ ଯାଇ ଏହି ସବୁଜ ରଙ୍ଗର ବିରଳ ଧଣ୍ଡ ସାପଟିକୁ ଉଦ୍ଧାର କରିଥିଲେ ।

gpkandhamal

ସନ୍ଧ୍ୟାରେ ସେ ଏହି ସାପଟିକୁ ଘଞ୍ଚ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

Umasankar Adv
Leave A Reply

Your email address will not be published.