ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜର ବନ୍ଧୁମିଳନ

କନ୍ଧମାଳ: ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜ ସଦା ସର୍ବଦା ଅଞ୍ଚଳରେ ଜନ କଲ୍ୟାଣ କାମ କରି ଚର୍ଚ୍ଚାରେ ଥିବା ଏହି ସାମାଜ ତରଫରୁ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦଶହରା ପର୍ବ ପାଇଁ ଜାତିର ଏକତା ନିମନ୍ତେ ଏହି ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସହିତ ଖଡୁରା ଭାଇ ମାନେ ଯୋଗ ଦେଇଥିଲେ ।

gpkandhamal

ଉକ୍ତ ବୈଠକରେ ଆଗାମୀ ଦିନରେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜ କିଭଳି ଭାବେ ଅଧିକରୁ ଅଧିକ ଜନ କଲ୍ୟାଣ କାମ କରିବ ସେନେଇ ଆଲୋଚନା ହୋଇଥିଲା ।

Umasankar Adv
Leave A Reply

Your email address will not be published.