କନ୍ଧମାଳ ପିପୂଲସ୍ ଫୋରମ୍ ( KPF )ର ଫୁଲବାଣୀ ନଗର ସଭାପତି ଭାବରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତିଙ୍କୁ ଗୁରୁ ଦାୟିତ୍ଵ

କନ୍ଧମାଳ : ଆଜି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂଗଠନ କନ୍ଧମାଳ ପିପୂଲସ୍ ଫୋରମ୍ ( KPF )ର ଫୁଲବାଣୀ ନଗର ସଭାପତି ଭାବରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ସଂଗଠନ କୁ ସୁଦୃଢ଼ କରିବା ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ନୂର୍ତନ ଭାବେ ଦାୟିତ୍ଵ ନେଇଥିବା ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି । ତେବେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଏନେଇ ବିଭିନ୍ନ ବ୍ୟକ୍ତି ବିଶଷ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ବିଶେଷ କରି କନ୍ଧମାଳ ପିପୂଲସ୍ ଫୋରମ୍ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ନୂଆ ଦାୟିତ୍ଵ ନେଇଥିବା ଶ୍ରୀଯୁକ୍ତ ମହାନ୍ତିଙ୍କୁ ଧନ୍ୟବାଦ୍ ଜଣାଇବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Leave A Reply

Your email address will not be published.