ନରସିଂହପୁର : ପାରିବାରିକ କଳହର କରୁଣ ପରିଣତି । ଏକା ସଙ୍ଗେ ବିଷ ପିଇଲେ ୩ ଜଣ । ଶାଶୁ ନିବାସୀ ସେନାପତି ଏବଂ ବୋହୁ ସଂଙ୍ଗିତା ସେନାପତିଙ୍କୁ ବଡ଼ାମ୍ବା ମେଡ଼ିକାଲ ମୃତ ଘୋଷଣା କଲେ ଡାକ୍ତର । ସ୍ଵାମୀ ଭାଗିରଥୀ ସେନାପତି ବଡ଼ମ୍ବା ମେଡ଼ିକାଲରେ ଅଛନ୍ତି ଚିକିତ୍ସାଧୀନ ଅଛନ୍ତି । ଘଟଣା ଘଟିଛି ବଡ଼ମ୍ବା ଥାନା ବଡବାରସିଂ ଗ୍ରାମରେ ।