ଦୀର୍ଘ ୬ ମାସ ଲଢ଼େଇ ପରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା

ଭୁବନେଶ୍ୱର (ଓଡିଶା ସମାଚାର ନ୍ୟୁଜ ): ଦୀର୍ଘ ୬ ମାସ ପରେ ପ୍ରଥମ ଥର ପାଇଁ ଜାନୁଆରୀ ୫ରେ କରୋନାଜନିତ ମୃତ୍ୟୁସଂଖ୍ୟା ଶୂନରେ ପହଞ୍ଚିଛି । କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ ବୋଲି ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟସରକାର ଏଥିପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି ବୋଲି ମଧ୍ୟ କହିଛନ୍ତି ।

gpkandhamal

Umasankar Adv
Leave A Reply

Your email address will not be published.