୫ଶହ ଡେଇଁଲା ଦୈନିକ ସଂକ୍ରମଣ

ରାଜ୍ୟରେ ୫ଶହ ଡେଇଁଲା ଦୈନିକ କରୋନା ସଂକ୍ରମଣ । ଆଜି ଦିନକରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୩୭ ଓ ଲୋକାଲ କେସ୍ ରହିଛି ୨୩୬ । ଖୋର୍ଦ୍ଧାରୁ ସର୍ବାଧିକ ୯୬, ସୁନ୍ଦରଗଡ଼ରୁ ୮୦, ନୂଆପଡାରୁ ୬୦, ବରଗଡ଼ରୁ ୪୩, ଝାରସୁଗୁଡାରୁ ୩୯, ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିର ୨୪ ଜଣ ଚିହ୍ନଟ ହୋଇଛନ୍ତି ।

gpkandhamal

ସେପଟେ ଷ୍ଟେଟପୁଲରୁ ୨୨, ସମ୍ବଲପୁରରୁ ୨୧, ବଲାଙ୍ଗୀରରୁ ୨୦, ପୁରୀ ଓ ରାୟଗଡ଼ାରୁ ୧୬ଜଣ ଲେଖାଏଁ, ଯାଜପୁର ଓ ମୟୂରଭଞ୍ଜରୁ ୧୩ଜଣ ଲେଖାଏଁ, ବାଲେଶ୍ବରରୁ ୧୧, ଗଞ୍ଜାମ ଓ କେନ୍ଦୁଝରରୁ ୮ଜଣ ଲେଖାଏଁ, ଭଦ୍ରକ, ଗଜପତି ଓ କୋରାପୁଟରୁ ୩ଜଣ ଲେଖାଏ, ସୋନପୁରରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Umasankar Adv

ବୌଦ୍ଧ, ଦେବଗଡ଼, କନ୍ଧମାଳ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୭ହଜାର ୯୩୫ଜଣ ସଂକ୍ରମିତ । ଆକ୍ଟିଭ୍‌ କେସ୍ ୩ହଜାର ୩୫୮ରହିଛି ।

Leave A Reply

Your email address will not be published.