ପକ୍ଷିମାନଙ୍କ ସେବାରେ ଏନ୍‌ଜିଓ ଟିମ

ଫୁଲବାଣୀ ;ଡହଡହ ଖରାରେ ସାଧାରଣ ଲୋକମାନେ ଆଉଟୁ ପାଉଟୁ ହେଉଥିବା ବେଳେ ଏଥିରୁ ପଶୁ ପକ୍ଷିମାନେ ବା ବଂଚିବେ କିପରି । ଆଜିର ବିକଶସିଳ ଦୁନିଆରେ ମଣିଷ ନିଜକୁ ଖରା ଦାଉରୁ ବଚାଂଇବା ଲାଗି ବିଭିନ୍ନ ଉପାୟ ଆପଣାଛି । ତେବେ ସାଧାରଣ ପଶୁପକ୍ଷି ମାନେ ଡହଡହ ଖାରାରେ ବାହରେ ବୁଲୁଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଜଳର ଅଭାବି ସମସ୍ୟା ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି ।

gpkandhamal

ତେବେ ଆଜିର ବ୍ୟସ୍ତ ବହୁଳ ଦୁନିଆରେ କନ୍ଧମାଳର ଟିମ ହ୍ୟମାନିଟି ଗଛରେ ରହୁଥିବା ପକ୍ଷିମାନଙ୍କୁ ଖରାରେ ଜଳ କଷ୍ଟରୁ ମୁିକ୍ତି ପାଇଁ ସେମାନେ ରହୁଥିବା ଗଛ ଗୁଡିକ ଖୋଜି ସେଠାରେ ପାଣିର ବ୍ୟବସ୍ଥା କରିଛନ୍ତି । ଯାହା ଦ୍ୱାରା ସେମାନେ ଜିବନ ରକ୍ଷା କରିପାରିବେ ।

Umasankar Adv
Leave A Reply

Your email address will not be published.