ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

 ଆଉ ମାତ୍ର ୩ ଦିନ ପରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି ଏବଂ ଏବେ ପିପିଲି ରେ ଉପନିର୍ବାଚନକୁ ନେଇ ବଢିଛି ପ୍ରଚାର ତାତି । ତିନି ଦଳର ହେଭି ୱେଟ୍ ନେତା ମାନେ ପ୍ରଚାର ମଇଦାନ କୁ ଓହ୍ଲାଇଥିବା ବେଳେ ଗତ କାଲି ବିଜେଡ଼ି ସୁପ୍ରିମୋ ମଧ୍ୟ ଦଳ ପାଇଁ ଭୋଟ୍ ମାଗିବାକୁ ଭିଡିଓ କନଫରେନ୍ସିଙ୍ଗ ଜରିଆଡେ ପିପିଲିର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ଏବଂ ପୂର୍ବ ଅନୁମାନ ଅନୁଯାଇ ପିପିଲି ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ସବୁଠାରୁ ବଡ଼ ସମାଲୋଚନାର ପ୍ରସଙ୍ଗ ହୋଇଛି ବିରୋଧିଙ୍କ ପାଇଁ ।

gpkandhamal

ପୂର୍ବରୁ ମଧ୍ୟ ପ୍ରତିଟି ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ସେହି ସବୁ ସ୍ଥାନରେ ପ୍ରଚାର କରି ସେହି ଅଞ୍ଚଳର ଦାୟିତ୍ୱ ନେଇଛନ୍ତି ହେଲେ ସେହି ସବୁ ସ୍ଥାନରେ ବିକାଶ ଚିତ୍ର ଏବେବି ବିକଳ । ତେବେ କାଲି ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ୟୁଆଲ ରାଲି ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟ କରି ୫ ଟି ପ୍ରଶ୍ନ ପଚାରିଛନ୍ତି ସମୀର ମହାନ୍ତି ।

Umasankar Adv
Leave A Reply

Your email address will not be published.