ନର୍ସ ଚିକିତ୍ସା କରିବାରୁ ନବଜାତ ଶିଶୁର ମୃତ୍ୟୁ

ମେଡିକାଲ ରିପୋର୍ଟ ଦେଖି ଡାକ୍ତର କହିଥିଲେ ମା ଓ ଶିଶୁ ଠିକ୍ ଅଛନ୍ତି । ଆଉ ଡାକ୍ତରଙ୍କ ବଦଳରେ ନର୍ସ କରାଇଲେ ଶିଶୁ ଜନ୍ମ । ମୃତ ଶିଶୁ ଜନ୍ମ ହେବା ପରେ ଡାକ୍ତରଙ୍କ ବଦଳରେ ନର୍ସ ଚିକିତ୍ସ କରାଇବାରୁ ମୃତ ନବଜାତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । 

gpkandhamal

ଏଭଳି ଅଭିଯୋଗ ଆସିଛି ରେଢାଖୋଲ ସରକାରୀ ଡାକ୍ତରଖାନାରୁ । ଅଭିଯୋଗ ହୋଇଛି ଯେ ଲେବର ରୁମକୁ ଡାକ୍ତର ନ ଆସି ନର୍ସ ମୃତ ଶିଶୁଟି କୁ ଜନ୍ମ କରାଇଥିଲେ ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଶିଶୁଟିର ମା ରଶ୍ମିତ ମିର୍ଦ୍ଧା ଓ ତାଙ୍କର ସ୍ୱାମୀ ନିରଞ୍ଜନ ମିର୍ଦ୍ଧା । ତେବେ ଶିଶୁଟିର ମସ୍ତିସ୍କରେ ରକ୍ତ ସଂଚାଳନ ସମସ୍ୟା ଥିବାରୁ ଶିଶୁଟି ଜନ୍ମରୁ ଗୁରୁତର ଥିଲା ଏହି କାରଣରୁ ତାର ମୃତ୍ୟୁ ଘଟିଥିବା ରେଢାଖୋଲ (ଏସ୍‌ଡିଏମ୍‌ଓ) ଡାକ୍ତର ରାମକୃଷ୍ଣ ପତି କହିଛନ୍ତି ।

Umasankar Adv
Leave A Reply

Your email address will not be published.