ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେଥିଲାଗି ଅରବିନ୍ଦ କେଜ୍ରିୱାଲ ମଧ୍ୟ ସତର୍କତା ଦୃଷ୍ଟିରୁ କ୍ବାରେଣ୍ଟାଇନରେ ଅଛନ୍ତି  ।

gpkandhamal

ପତ୍ନୀ ସୁନୀତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସିଏମ ଅରବିନ୍ଦ କେଜ୍ରିୱାଲ ନିଜକୁ ପୃଥକ୍‌ ରଖିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇନାହିଁ।

Umasankar Adv

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୦ରେ ଅରବିନ୍ଦ କେଜ୍ରିୱାଲ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ପରେ ସେ ଏଥିରୁ ସୁସ୍ଥ ହୋଇଥିଲେ।

Leave A Reply

Your email address will not be published.