BAFTA Award 2021: ‘ନୋମାଡଲ୍ୟାଣ୍ଡ’କୁ ଶ୍ରେଷ୍ଠ ଫିଲ୍ମ

The British Academy Of Film And Television Arts (BAFTA) ଆୱାର୍ଡ ୨୦୨୧ ସଫଳତା ପୂର୍ବକ ସମାପ୍ତ ହୋଇଛି । ଦୁଇ ଦିନ ଧରି ଚାଲିଥିବା ଏହି ପୁରସ୍କାର ସମାରୋହର ୭୪ତମ ସଂସ୍କରଣରେ ସର୍ବମୋଟ ୨୫ଟି କ୍ୟାଟେଗୋରୀରେ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ କାରଣରୁ ଆୱାର୍ଡ ଫକ୍ସସନକୁ ଭର୍ଚୁଆଲ ଆୟୋଜିତ କରାଯାଇଥିଲା । ସମାରୋହର ପ୍ରଥମ ଦିନ ଫିଲ୍ମ ମେକିଂର କ୍ରାଫ୍ଟ ସାଇଡରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ୮ଟି କ୍ୟାଟେଗୋରୀରେ ପୁରସ୍କାର ଘୋଷଣା କରାଯାଇଥିଲା । ଏହାପରେ ଦ୍ୱିତୀୟ ବା ଶେଷ ଦିନରେ ୧୭ଟି କ୍ୟାଟେଗୋରୀରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଗଲା ।

Leave A Reply

Your email address will not be published.