କରୋନା ଔଷଧ କଳାବଜାରୀଙ୍କୁ ଏଡିଜିଙ୍କ ଚେତାବନୀ

ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହାକୁ ନଜରରେ ଖି ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଉଛି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସଂକ୍ରମିତ ସଂଖ୍ୟ କମ ଥିଲେ ବି ଓଡିଶା ପୋଲିସ ପକ୍ଷରୁ ଫ୍ଲାଇଁ ସ୍କାଡ୍ ଗଠନ କରି ଜ୍ୟର ବିଭିନ୍ନ ଯାଗାରେ ଚଢାଉ କରି ଏହାର ଯାଚଂ କରାଯାଉଛି ।

gpkandhamal

ଆଜି କ୍ରାଇମ୍ବ୍ରାଞ୍ଚ ଏଡିଜି ଯଶୱ ଜେଠୱା ଏ ନେଇ କଳା ବଜାରୀ ମାନଙ୍କୁ ରାଜ୍ୟ ବାହାରକୁ କରୋନା ପାଇଁ ଅବଶ୍ୟକ ଔଷଧକୁ ରାଜ୍ୟ ବାହାରକୁ ନ ପଠାଇବାକୁ ସତର୍କ କରାଇଦେଇଛନ୍ତି । ଏହ ସହିତ ସେ କହିଛନ୍ତି ଯେ ଆମକୁ ସୂଚନା ମିଳିଛି ଯେ ବିଭିନ୍ନ ରାଜ୍ୟରେ କିଛି ବ୍ୟବଷାୟୀ ଅନିୟମିତତାରେ ଜଡିତ ଅଛନ୍ତି ଏବଂ ଡାକ୍ତରଖାନା ଏବଂ ରୋଗୀ ଆବଶ୍ୟକତା ଉପରେ ଆଧାର କରି ରୋଗୀ ତଥା ବାହାରେ ଜରୁରୀ ଔଷଧ ଯୋଗାଉଛନ୍ତି ।

Umasankar Adv

ତେବେ ଏହିପରି କିଛି ସୂଚନା ପାଇ ପୋଲିସ ପ୍ରଥମ ପର୍ଯ୍ୟାୟରେ କଳା ବଜାରି ମାନଙ୍କୁ ଚେତବନୀ ଦେଇଛନ୍ତି । ଯଦି ସେମାନେ ଔଷଧ ବିତରଣ କିମ୍ବା ଓଡିଶା ବାହାରେ ଡାକ୍ତରଖାନାକୁ ଷଧ ପଠାଉଥିବାର ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.