୯୦ ଦିନ ବନ୍ଦ ରହିବ ବିରୂପା ବ୍ରିଜ୍

fulbani poura parisada

ଓଡ଼ିଶା ସମାଚାର ବ୍ୟୁରୋ : ଆସନ୍ତା ବୁଧବାରଠାରୁ ଜରୁରୀ ମରାମତି କାର୍ଯ୍ୟ ପାଇଁ ବିରୂପା ବ୍ରିଜର ବାମପାର୍ଶ୍ବ ୯୦ ଦିନ ପାଇଁ ବନ୍ଦ ରହିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ମରାମତିକୁ ସୁବିଧାଜନକ କରିବା ପାଇଁ ଜାତୀୟ ରାଜପଥ ୧୬ ଉପରେ ଉପରୋକ୍ତ ବ୍ରିଜ୍ ଉପରେ ଯାତାୟାତର ସୁଗମ ଓ ଯାନବାହାନର ସୁରକ୍ଷା ପାଇଁ ମରାମତିର ଆବଶ୍ୟକତା ରହିଛି ବୋଲି ପୋଲିସ କହିଛି। “ଜଗତପୁର ପାର୍ଶ୍ୱରୁ କଟକ ପାର୍ଶ୍ୱକୁ ଆସୁଥିବା ସମସ୍ତ ଯାନ ଏହି ବ୍ରିଜ୍ ବାମପାର୍ଶ୍ବରେ ଉପରେ ଆସନ୍ତା ୧୬.୦୬.୨୦୨୧ ରୁ ୧୩.୦୯.୨୦୨୧ଚଢିବନାହିଁ ଓ ୯୦ ଦିନ ପାଇଁ ମଝି ସେତୁ ଉପରେ ବିରୂପା ବ୍ରିଜ୍ ଆଡକୁ ଯିବ।

057 code kasam
Leave A Reply

Your email address will not be published.