କଟକ ଏସ୍‌ସିବି ମେଡିକାଲରେ ଇକ୍‌ମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ, ସେପ୍ଟେମ୍ବର 23 : କରୋନା ରୋଗରେ ଉନ୍ନତ ଚିକିତ୍ସା ପାଇଁ ଚଳିତ ବର୍ଷ ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ୍ ଉଦ୍‌ଘାଟନ କରିଥିବା ବେଳେ ବର୍ତ୍ତମାନ ରୋଗୀଙ୍କ ମୃତ୍ୟୁ ଘଟୁଥିବା ସୁଚନା ମିଳୁଛି । 

gpkandhamal

ପୁର୍ବରୁ ୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ  ପ୍ରଥମ ଇକ୍‌ମୋ ରୋଗୀ ଭାବେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ଏସ୍‌ସିବିରେରେ ଇକ୍‌ମୋ ୟୁନିଟ ଖାଲି ହୋଇଯାଇଛି। ଆଉ କେହି ରୋଗୀ ନଥିବା ସୁଚନା ମିଳିଛି ।

Umasankar Adv

ପୂର୍ବରୁ ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରର ଜଣେ ରୋଗୀଙ୍କ ଇକ୍‌ମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବାରମ୍ବାର ଏପରି ଘଟୁଥିବା ବେଳେ ଚିକିତ୍ସାରେ ଅବହେଳା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.