ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି କୋଇଲା ମାଫିଆ

ଭୁବନେଶ୍ୱର, ସେପ୍ଟେମ୍ବର 29 : ରାଜ୍ୟରେ ଦିନକୁ ଦିନ ବେଆଇନ୍ କାରବାର ବଢୁଥିବା ବେଳେ ପୋଲିସ୍ ଙ୍କୁ ଏହି ସବୁ ମାଫିଆ ମାନଙ୍କୁ ଧରିବା ଏକ ପ୍ରକାର ଚାଲେଞ୍ଜ ହୋଇପଡ଼ିଛି ଫଳରେ ପୋଲିସ୍ ଆଖିରେ ଧୁଳି ଦେଇ ବେଆଇନ୍ କାର୍ଯ୍ୟ କରିବାରେ ଲାଗିପଡ଼ିଛନ୍ତି ଅନେକ ମାଫିଆ ।

gpkandhamal

 ଏହାରି ଭିତରେ ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ବନବିଭଗ ପକ୍ଷରୁ ଚଢାଉ କରାଯାଇଛି । ଫଳରେ ବେଆଇନ ଭାବେ ରଖିଥିବା କାଠ କୋଇଲା କୁ ଜବତ କରିଛି ବନବିଭଗ ।

Umasankar Adv

ବିଭିନ୍ନ ସମୟରେ କୋଇଲା ମାଫିଆ ମାନେ ଗଛ କାଟି କୋଇଲା ପ୍ରସ୍ତୁତ କରି ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ । ଯାହା ଫଳରେ ବନ ବିଭାଗର କର୍ମଚାରୀ ମାନେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୫୦ ବସ୍ତା କାଠ କୋଇଲା ଜବତ କରିଛି ବନ ବିଭାଗ । ବାରମ୍ବାର ଏପରି ଖବର ପ୍ରକାଶ ପାଉଥିଲେ ମଧ୍ୟ ବନ ଅଧିକାରୀଙ୍କ କୌଣସି ନିଘା ନାହିଁ । 

Leave A Reply

Your email address will not be published.