ନଭେମ୍ବର ୨୦-୨୮ ଗୋଆରେ ୫୨ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

ନୂଆଦିଲ୍ଲୀ, ଅକ୍ଟୋବର ୨୨ : ଆସନ୍ତା ନଭେମ୍ବର ମାସ ୨୦ରୁ ୨୮ ତାରିଖରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ର ଆୟୋଜନ ହେବ। ଏହି ଫିଲ୍ମ ଫେଷ୍ଟିଭାଲ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। 

gpkandhamal

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ (ଆଇଏଫଏଫଆଇ)ର ଏହି ସମାରୋହରେ ପ୍ରଥମ ଥର ଓଟିଟି ମାଧ୍ୟମରେ ହେବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୫୨ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅବସରରେ ଇସ୍ତଭାନ୍‌ ସାଜବୋ ଓ ମାର୍ଟିନ ସ୍କୋରସେସେଙ୍କୁ ସତ୍ୟଜିତ ରାୟ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ଦିଆଯିବ। 

Umasankar Adv
Leave A Reply

Your email address will not be published.