ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର

ଭୁବନେଶ୍ୱର, ନଭେମ୍ବର ୨: ରାଜଧାନୀ ଭୁବନେଶ୍ୱରରୁ ପୁଣି ଜବତ ହେଲା ଧଳାଜହର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପଣ୍ଡାସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା । ତେବେ ଏହି ଚଢଉ ବେଳେ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହା ସହିତ ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।  ଉଭୟ ବ୍ୟବୟାସୀ ଦୁଇ କେଉଁ ଅଞ୍ଚଳର ଏଯାଏଁ ଜଣାପଡିନାହିଁ । ମାତ୍ର ସେମାନେ ଦୁଇ ଜଣ ଯାକ ଧଳାଜହରକୁ ଛୋଟ ଛୋଟ ପୁଡିଆ କରି ବିକ୍ରି କରିଥିଲେ । ସେପଟେ ଚନ୍ଦ୍ରଶେଖରପୁର ପୋଲିସ ଓ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇଁ ପଣ୍ଡାସାହିରେ ଚଢଉ କରିଥିଲା । 

gpkandhamal

ପରେ ଅତର୍କିତ ଭାବେ ଚଢଉ କରିଥିଲେ । ତେବେ ସେଠାରୁ ୧୦୦ ଗ୍ରାମ୍‌ର ଧଳାଜହର ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି । ତେବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା

Umasankar Adv
Leave A Reply

Your email address will not be published.