ଲସ ଏଞ୍ଜେଲସରେ ସ୍ୱାମୀ ନିକ୍‌ଙ୍କୁ ସହିତ ଲକ୍ଷ୍ମୀ ପୂଜା କଲେ ପ୍ରିୟଙ୍କା

ନୁଆଦିଲ୍ଲୀ, ନଭେମ୍ବର ୦୫: ଦୀପାବଳି ଅବସରରେ ପ୍ରିୟଙ୍କା ଚୋପ୍ରା ନିଜ ଏବଂ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ଲସ ଏଞ୍ଜେଲସରେ ନିଜ ଘରେ ଲକ୍ଷ୍ମୀ ପୂଜା କରିଛନ୍ତି। ଏହି ସମୟରେ ଫଟୋ ସେ ସାମାଜିକ ଗଣମାଧ୍ୟମରେ ସେୟାତର କରିଛନ୍ତି। ଫଟୋରେ ସେ ହଳଦିଆ ରଙ୍ଗର ଶାଢି ପିନ୍ଧିଥିବାବେଳେ ନିକ୍ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ। ଏହି ଫଟୋ ସହିତ ସେ କ୍ୟାପ୍ସନ୍ରେ ଲେଖିଛନ୍ତି“ୟା ଦେବୀ ସରବଭୂତୂ ଲକ୍ଷ୍ମୀ ରୁପେନା ସଂଗୀତ। ନମସ୍ତାସେ ନମସ୍ତାସେ ନମସ୍ତାସେ ନମୋ ନମହ। ଦେବୀ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଆମେ ତାଙ୍କ ଅନୁଗ୍ରହ ଏବଂ ପ୍ରଚୁରତାକୁ ଆମ ଘରେ ନିମନ୍ତ୍ରଣ କରୁ। ହାପି  ଦିୱାଲୀ,।

gpkandhamal

ପ୍ରିୟଙ୍କାଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ପୋଷ୍ଟର ମନ୍ତବ୍ୟ ବିଭାଗରେ ପ୍ରିୟଙ୍କା ଏବଂ ନିକଙ୍କୁ ପ୍ରଶଂସା କରିଥିଲେ।  ପ୍ରଶଂସକ ମାନେ ଦୁହିଁକୁ ଶୁଭ ଦିୱାଲୀ, ପ୍ରେମ ଏବଂ ଆଲୋକର ଆଶୀର୍ବାଦ! ଏହି ଚିତ୍ରଗୁଡ଼ିକ ସୁନ୍ଦର ଆଦି ଲେଖି ସେମାନଙ୍କୁ ଶୁଭୈଚ୍ଛା ଜଣାଇଥିଲେ। 

Umasankar Adv
Leave A Reply

Your email address will not be published.