ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର ,ନଭେମ୍ବର ୦5 : ଆସନ୍ତା ୯ ତାରିଖରେ ସୁଦ୍ଧା ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଦକ୍ଷିଣପୁର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଇଟ୍ ଯୋଗେ ଏହି ସୁଚନା ଦେଇଛନ୍ତି । 

Leave A Reply

Your email address will not be published.