ପୁଣି ଶିଶୁକନ୍ୟା ଅଲୋଡ଼ା

ବଲାଙ୍ଗିର,ନଭେମ୍ବର 26 : ବଲାଙ୍ଗିର ଜିଲ୍ଲା ସୁଦପଡ଼ା ରେଳ ବ୍ରିଜ୍ ନିକଟରୁ ଜଣେ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏକ ବୁଦାମୂଳରୁ କାଗଜ ପେଟିରୁ ନବଜାତକ ଶିଶୁ ଉଦ୍ଧାର ହୋଇଛନ୍ତି ।  ବିଳମ୍ବିତ ରାତିରେ କାଗଜ ପେଟି ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଏ କଣ ପାଇଁ ଏପରି କାର୍ଯ୍ୟ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । 

gpkandhamal

ପୋଲିସ୍ ଘଟଣାସ୍ଥଳରେ ପହଂଚି ପାଖରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ଏବଂ ଶିଶୁକନ୍ୟା କୁ ଊଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Umasankar Adv
Leave A Reply

Your email address will not be published.