ଗ୍ଲାମର ଦୁନିଆ ଛାଡିଲେ ବିଗ୍ ବସ୍ ଫେମ୍ ମେହଜବୀ ସିଦ୍ଦିକି

ମୁମ୍ୱାଇ ୨୧/୦୨: ବିଗ୍ ବସ୍ ୧୧ରେ ପ୍ରତିଯୋଗି ମେହଜବି ସିଦ୍ଦିକି ସୋ ଶେଷ ହେବା ପରେ ସମସ୍ତଙ୍କୁ ନିଜ ମେକଓଭରକୁ ନେଇ ସମସ୍ତଙ୍କୁ ଚକିତ କରିଥିଲେ । ଏବେ ମେହେଜବୀ ସିଦ୍ଦିକ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ସେ ବର୍ତ୍ତମାନଠାରୁ ସବୁବେଳେ ହିଜାବରେ ରହିବେ । ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ସେୟାର କରି ମେହଜବୀ ସିଦ୍ଦିକି ନିଜର ମତ ରଖିଛନ୍ତି । କହିଛନ୍ତି ଯେ ବର୍ତ୍ତମାନ ସେ ଆଲ୍ଲାଙ୍କ ପଥ ଅନୁସରଣ କରିବାକୁ ଚାହୁଁଛନ୍ତି । ବିଗ୍ ବସ୍ ତାରକା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଗତ ଏକ ବର୍ଷ ଧରି ସାନା ଖାନଙ୍କୁ ଅନୁସରଣ କରୁଛନ୍ତି । ତାଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ହିଁ ଆଲ୍ଲାଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମେହଜବୀ ସିଦ୍ଦିକି ଏହି ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଏହା ଲେଖୁଛି କାରଣ ମୁଁ 2 ବର୍ଷ ଧରି ବହୁତ ବିବ୍ରତ ହୋଇଥିଲି ।

Leave A Reply

Your email address will not be published.