ଦିନ ସାଢ଼େ ୩ଟା ସୁଦ୍ଧା କଟକରେ ବହୁ ଆଗରେ ବିଜେଡି 

ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ସାଢ଼େ ୩ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି କଟକରେ ବି ବିଜେଡି ଆଗରେ ରହିଛି । ଆଉ ନିରାଶ କରି କରି ଟ୍ରେଣ୍ଡ ମୁତାବକ ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି । ବର୍ତ୍ତମାନର ଟ୍ରେଣ୍ଡ୍ ମୁତାବକ, କଟକର ମୋଟ୍ ୪୬ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୧ଟିରେ ବିଜେଡି ଆଗୁଆ ରହିଥିବାବେଳେ ‘ପଦ୍ମ’ ପକେଟକୁ ୧ ଏବଂ ‘ହାତ’ ହାତରେ ୧ ଜୋନ୍ ପଡିଛି ।

Leave A Reply

Your email address will not be published.