ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କ ଅଧକ୍ଷ୍ୟତlରେ ଏକ ତାଲିମ ଶିବିରର ଆୟୋଜନ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀର ଏ. ଜେ. O ହାଇସ୍କୁଲ ଥରେ ପ୍ରତି ବ୍ଲକରୁ ୩ ଜଣ କରି ଶିକ୍ଷକ ଓ ଶିକ୍ଷୟତ୍ରୀ ମିଶି ମୋଟ ୩୦ଜଣ ଓ ଜ଼ିଲ୍ଲା ଶିକ୍ଷା ଅଧିକାରୀ ସମେତ ମୋଟା ୫୦ଜଣଙ୍କୁ ନେଇ ଜ଼ିଲ୍ଲାର ମୋଟ dropout ମାନଙ୍କୁ କିପରି ପୁଣି ସ୍କୁଲରେ ଆଡ଼ମିସନ କରିହେବ ଓ ଏଥିପାଇଁ ଥିବା ବିଭିନ୍ନ ଯୋଜନା ଗୁଡିକୁ କିପରି ସେମାନଙ୍କ ପାଖରେ ପହଞ୍ଚାଇ ହେବ ଓ ସେମାନଙ୍କୁ କିପରି ଭିନ୍ନ ଭିନ୍ନ ତାଲିମ କେନ୍ଦ୍ର ସହ ସେ ବିଷୟରେ ଫୁଲବାଣୀ ଜ଼ିଲ୍ଲାର ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କ ଅଧକ୍ଷ୍ୟତlରେ ଏକ ତାଲିମ ଶିବିରର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ କାର୍ଯ୍ୟରତ ଆକ୍ସନ ଏଡ଼ ସସ୍ଥାର ଜ଼ିଲ୍ଲା ସଂଯୋଜିକା ସଂଧ୍ୟା ରାଣୀ ନାୟକ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗର ଅଫିସର ମାନେ ଯୋଗଦେଇ ଏହି ତାଲିମ ଶିବିରକୁ ସଫଳ କରିଥିଲେ. ମୁଖ୍ୟତ ଏ. ଜେ. O ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜ଼ିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ଏସ. ଗାୟତ୍ରୀ, ଜ଼ିଲ୍ଲା ଶ୍ରମବିକାଶ ବିଭାଗ ଓ ଜ଼ିଲ୍ଲା ଶିଶୁ ପ୍ରୋଟେକ୍ସନ ୟୁନିଟର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.