ମା’ ଶାରଳାଙ୍କ ପୀଠରେ 5T ସଚିବ, ମନ୍ଦିର ସେବାୟତଙ୍କ ସହ କଲେ ଆଲୋଚନା

ଜଗତସିଂହପୁର ୨୬।୦୪ : ଜଗତସିଂହପୁର ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରେ 5T ସଚିବ । ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମା ଙ୍କର ଦର୍ଶନ କରିବା ସହ ମନ୍ଦିର ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଐତିହର ବିକାଶ ବାବଦରେ ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.