ଘୋଷଣା ହେଲା ‘ପୁଲିଜର ପୁରସ୍କାର’ : ଦାନିଶ ସିଦ୍ଦିକୀଙ୍କୁ ମରଣୋତ୍ତର ଭାବେ ମିଳିଲା ସମ୍ମାନ

ନୂଆଦିଲ୍ଲୀ, ୧୦/୦୫: ସାମ୍ବାଦିକତା, ପୁସ୍ତକ ରଚନା ଓ ଡ୍ରାମା କ୍ଷେତ୍ରରେ ସୋମବାର ସମ୍ମାନଜନକ ପୁଲିଜର ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ପୁରସ୍କାର ବିଜେତାଙ୍କ ମଧ୍ୟରେ ଓ୍ୱାଶିଂଟନ ପୋଷ୍ଟ ସହ ଭାରତୀୟ ସାମ୍ବାଦିକ ଅଦନାନ ଆବିଦ୍ଦୀ, ସନା ଇରସାଦ ମଟ୍ଟୁ, ଅଣିତ ଦବେ ଅଛନ୍ତି । ତେବେ ରୟଟର୍ସର ସାମ୍ବାଦିକ ସ୍ୱର୍ଗତ ଦାନିଶ ସିଦ୍ଦିକୀଙ୍କୁ ଏହି ପୁରସ୍କାର ମରଣୋତ୍ତର ଭାବେ ମିଳିଛି । ସେ ତାଲିବାନ ଓ ଆଫଗାନିସ୍ତାନ ସେନା ମଧ୍ୟରେ ଚାଲିଥିବା ସଙ୍ଘର୍ଷରେ ପ୍ରାଣ ହରାଇଥିଲେ ।   

Leave A Reply

Your email address will not be published.