ବାରମ୍ୱାର ଦାବି ପରେ ଶୁଣିଲାନି ପ୍ରଶାସନ, ପଦ୍ମପୁର ଚାଷୀଙ୍କ ଦ୍ଵାରା ଜେଲ ଭରୋ ଆନ୍ଦୋଳନ

ପଦ୍ମପୁର ୧୩/୦୪: ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଆନ୍ଦୋଳନ କରୁଛନ୍ତି । ଜେଲ ଭରୋ ନାରାରେ । ଏଥିରୁ ଆଜି ଚାଷୀ ଏହି ଆନ୍ଦୋଳନ ଉଗ୍ରରୂପ ନେବାର ସମ୍ଭାବନା ରହିଛି । ଚାଷୀ ଗତ ୨୦୨୧ ଖରିପ, ମରୁଡି ଜଗୁ ଚାଷୀର ଧାନ ଅମଳ ହୋଇନଥିଲା । ସରକାରଙ୍କୁ ବାରମ୍ବାର ଦାବି ଜଣାଥିଲେ ମଧ୍ୟ ବିମା ରାଶି କିମ୍ବା ମରୁଡି ସହାୟତା ଦିଆଯାଇନି, ନାହିଁ ତେଣୁ ଚାଷୀ ଏବେ ଆକ୍ରୋସରେ । ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି ହେଲେ ସରକାର କେବଳ ପ୍ରତିଶୃତି ଦେଉଛନ୍ତି । ବୀମା କମ୍ପାନୀକୁ ବଞ୍ଚାଉଛନ୍ତି ତେଣୁ ଚାଷୀ ଏବେ ନିରାଶ ହୋଇ ଆନ୍ଦୋଳନ କରୁଛନ୍ତି । ଫଳରେ ଆଜି ପ୍ରାୟ ପଦ୍ମପୁର ଉପଖଣ୍ଡର ୭୦୦୦ ଚାଷୀ ଆନ୍ଦୋଳନକୁ ଉତରିବାକୁ ବିଛାର କରିଛନ୍ତି ।

Leave A Reply

Your email address will not be published.