ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଫୁଲବାଣୀ୧୬/୦୬ : ଜଣେ ୪ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗୁରୁବାର ଖଜୁରୀପଡ଼ା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି l ଏ ନେଇ ନାବାଳିକା ପରିବାର ଖଜୁରୀପଡ଼ା ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୋଗ ସଂଖ୍ୟା ୭୪/୨୨ ମୂଳରେ ମାମଲା ରୁଜୁ କରିଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ  କହିଛନ୍ତିl ଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ଶୁଣିବାକୁ ମିଳିଛି l

Leave A Reply

Your email address will not be published.