ସାତକୋଶିଆ ଅଭୟାରଣ୍ୟରେ ହାତୀ ଛୁଆର ମୃତ୍ୟୁ, ହରପିସ୍ ରୋଗରେ ପୀଡିତ ଥିଲା

ଅନୁଗୋଳ ୨୮।୬: ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ ପୁଣି ହାତୀର ମୃତ୍ୟୁ । ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ଏକ ହାତୀ ଛୁଆର ମୁତ୍ୟୁ ହୋଇଛି। ହାତୀଟିର ବୟସ ୩ ବର୍ଷ ପାଖାପାଖି ହେବ। ହାତୀଟି ହରପିସ୍ ରୋଗରେ ପୀଡ଼ିତ ଥିଲା । ହାତୀଟିର ଚିକିତ୍ସା ଚାଲିଥିଲା । ମଙ୍ଗଳବାର ସକାଳ ୮ଟାରେ ତାର ମୁତ୍ୟୁ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.